ଓଡ଼ିଶାରେ ଝୋଟ ଚାଷର ବିକାଶ ଦରକାର

 ପ୍ରକୃତି ଭିତ୍ତିକ ଅର୍ଥନୈତିକ ବିବିଧତାକୁ ନଷ୍ଟ କରିଦେଇ ଏକ କୃତ୍ରିମ ମନୋ-ସେକ୍ଟର ଭିତ୍ତିକ ଅର୍ଥନୀତିକୁ ବିଶ୍ୱର ଅନେକ ଦେଶ ଆବୋରି ନେଇଥିବାରୁ କରୋନା ମହାମାରୀ ସମୟରେ ସେମାନେ ନିଜ ଦେଶରେ ବଢୁଥିବା ବେରୋଜଗାରକୁ ରୋକି ପାରୁନାହାନ୍ତିI ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ କରୋନା ମହାମାରୀର ଦ୍ଵିତୀୟ ପର୍ଯ୍ୟାୟ  ଭାରତରେ ୭.୩୫ ନିୟୁତ ଲୋକଙ୍କୁ ବେରୋଜଗାର କରିଛିI ଯଦିଓ କରୋନା ଓଡ଼ିଶାର ଆର୍ଥିକ ଗତିବିଧିଗୁଡିକୁ ଅନେକ ଜାଗାରେ ନିଶ୍ଚିହ୍ନ କରିଦେଇଛି। ଏହି ମହାମାରୀ ସମୟରେ ଓଡ଼ିଶାରେ କେତେଜଣ ବେରୋଜଗାର ହୋଇଛନ୍ତି ଏହାର କୌଣସି ସଠିକ ଆକଳନ ହୋଇନାହିଁI ମନୁଷ୍ୟ ଜୀବନକୁ ସୁରକ୍ଷିତ ରଖି କିଭଳି ବେରୋଜଗାରକୁ କାବୁ କରାଯାଇପାରିବ ସେଥିପାଇଁ ତୁରନ୍ତ ପଦକ୍ଷେପ ନନେଲେ କରୋନା ବିଭୀଷିକାର ଲହର ଓଡିଶାକୁ ସମ୍ପୂର୍ଣ୍ଣ ଗ୍ରାସ କରିଦେବ। ଓଡ଼ିଶାର ଅନେକ କୁଟୀର ଶିଳ୍ପ ଯେଉଁ ଗୁଡିକ କୃଷିଜାତ ପଦାର୍ଥ ଉପରେ ନିର୍ଭର କରି ଚାଲୁଥିଲା ସେଗୁଡିକୁ ପୁନରୁଦ୍ଧାର କଲେ ଏହା ଓ଼ଡିଶାରେ ଅନେକ ଚାଷୀ ଓ ସ୍ୱଳ୍ପ ଆୟ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ।


     ଝୋଟରେ ତିଆରି ଚପଲ ଓ ଜୋତା 

ଝୋଟରେ ତିଆରି ଅନେକ ଘର ଉପଯୋଗୀ ପଦାର୍ଥ ଓ ବହୁତ ପ୍ରକାରର ସୌଖିନ ବସ୍ତୁ ଯଥା ପୋଷାକ, ଜୋତା, ଟୋପି, ଲୁଗା ଓ ବ୍ୟାଗ ଇତ୍ୟାଦିର ଚାହିଦା ବିଶ୍ୱ ବଜାରରେ ବହୁତ ଲୋକପ୍ରିୟ ହୋଇପାରିଛି। ଝୋଟରୁ ତିଆରି ସୌଖିନ ବସ୍ତୁଗୁଡ଼ିକ ଯଥା ଜ୍ୟାକେଟ, ଫ୍ଲୋରାଲ ମାକ୍ସି, ଫ୍ଲୋରାଲ କୁର୍ତା ଶାର୍ଟ, ମ୍ୟାଟ, ବାସ୍କେଟ, ଭାନିଟି ବ୍ୟାଗ, ଲ୍ୟାମ୍ପ ସେଡ,  ବାକ୍ସ ଓ କାର୍ପେଟ ଇତ୍ୟାଦି ସହ ସହ ବସ୍ତୁ ଆଜି ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିବା ବେଳେ ଓଡିଶା ସରକାର କୋଣାର୍କ ଝୋଟକଳଟିକୁ ପ୍ରଥମେ ବନ୍ଦ ଓ ପରେ ବିକ୍ରି କରିଦେଇଛନ୍ତି। ଝୋଟକଳଟି ଯେଉଁ କେତୋଟି ଲୋକଙ୍କର ପରିଚାଳନାଗତ ତ୍ରୁଟି କିମ୍ବା ଦୁର୍ନୀତି ଯୋଗୁଁ କ୍ଷତିଗ୍ରସ୍ତ ହେଉଥିଲା ସେମାନଙ୍କୁ ସରକାର ବେଳ ହୁଁ ବାହାର କରିଦେଇଥିଲେ ଆଜି ହୁଏତ କୋଣାର୍କ ଝୋଟକଳଟି ବଂଚି ରହିଥାନ୍ତା। ଝୋଟ ଓ ଝୋଟଜାତ ଦ୍ରବ୍ୟର ଚାହିଦା ବିଶ୍ୱ ବଜାରରେ ଏତେ ଅଧିକ ଯେ ଏହା ରାଜ୍ୟରେ ରୋଜଗାର ବଢାଇବା ସଂଗେ ସଂଗେ ଓଡିଶା ପାଇଁ ପ୍ରଚୁର ବିଦେଶୀ ମୁଦ୍ରା ଅର୍ଜନ କରିପାରିବ। କଳା ସଂସ୍କୃତିର ରାଜ୍ୟ ଓଡିଶା ଆଜିଭି ତାହାର କଳାତ୍ମକ ରଚନାକୁ ଓଡ଼ିଶାର ହଜାର ହଜାର ଶିଳ୍ପୀଙ୍କ ଭିତରେ ବଞ୍ଚାଇ ରଖିଛି। ଝୋଟ ଶିଳ୍ପର ଉର୍ନତି ପାଇଁ ଓଡ଼ିଆ ଶିଳ୍ପୀମାନେ ମଧ୍ୟ ନିଜକୁ ନିୟୋଜିତ କରିପାରିବେ। କେବଳ ଭାରତର ଘରୋଇ ବଜାରରେ ଝୋଟ ଓ ଝୋଟରେ ତିଆରି ବସ୍ତୁ ଗୁଡିକର ଚାହିଦା ଏତେ ଅଧିକ ଯେ  ଓଡିଶା ଏହାକୁ ଯୋଗାଇବା କଷ୍ଟକର ହୋଇପଡିବ।


     ଝୋଟରେ ତିଆରି ଘରଉପଯୋଗୀ ଜିନିଷ  

୨୦୧୮ ରେ କେବଳ ଝୋଟରେ ତିଆରି ବ୍ୟାଗ ମାର୍କେଟର ଆକାର  ବିଶ୍ୱ ବଜାରରେ ୧୮୦ କୋଟି ଆମେରିକୀୟ ଡଲାର ଥିଲା ଓ ଏହି ଝୋଟ ବ୍ୟାଗ ମାର୍କେଟର ଆକାର ୨୦୨୪ରେ ୩୧୦ କୋଟି ଆମେରିକୀୟ ଡଲାର ହେବ ବୋଲି କୁହାଯାଏ। ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ, କେନ୍ଦ୍ରାପଡା, ଜଗତରସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାଗୁଡିକରେ ଏକଦା ପ୍ରଚୁର ଝୋଟଚାଷ ହେଉଥିଲା। ୧୯୭୦ ମସିହାରେ ଓଡ଼ିଶାରେ ୨୦ ଲକ୍ଷ ହେକଟରରୁ ଅଧିକ  ଜମିରେ ଝୋଟଚାଷ ହେଉଥିଲା। ଯେତେବେଳେ ଝୋଟଜାତ ଦ୍ରବ୍ୟର ଚାହିଦା ସାରାବିଶ୍ୱରେ ବଢିଚାଲିଛି ସେସମୟରେ ବର୍ଷ ୨୦୧୮-୧୯ରେ ଓଡ଼ିଶାରେ ଝୋଟଚାଷ କମି କମି ମାତ୍ର ୩.୯୯ ଲକ୍ଷ ହେକଟର ଜମିରେ ହେଉଛି ବୋଲି ଜଣାପଡେ।

ଆଜି ବଡ଼ ବଡ଼ ପ୍ରଗତିଶୀଳ ଦେଶ ଗୁଡିକରେ ପ୍ରକୃତିରୁ ମିଳୁଥିବା ଦ୍ରବ୍ୟ ଗୁଡିକରେ ତିଆରି ଜିନିଷଗୁଡ଼ିକର ବ୍ୟବହାର ବହୁଳ ଭାବରେ ହେଉଛି। ଗ୍ଲୋବାଲ ୱାର୍ମିଙ୍ଗର ଭୀଷଣ ପରିଣତି ବିଶ୍ୱ ବଜାରରରେ ଝୋଟରେ ତିଆରି ସାମଗ୍ରୀଗୁଡିକର ଚାହିଦା  ମଧ୍ୟ ବହୁତ ବଢ଼ାଇଦେଇଛି। ଏହି ପରିସ୍ଥିତିରେ ଓଡିଶା ତାର ଏହି ଝୋଟ ଚାଷକୁ ଯଦି ପୁନରୁଦ୍ଧାର କରନ୍ତା ତେବେ ଏହା ଓଡ଼ିଶାର ସାମୂହିକ ଅର୍ଥନୈତିକ ବିକାଶରେ ସହାୟକ ହୁଅନ୍ତା।

ଝୋଟ ଚାଷକୁ ବଢାଇବା ପାଇଁ ସରକାର ଏକ ସୁପରିକଳ୍ପିତ ଝୋଟ ବିକାଶ ନୀତି ତିଆରି କରିବା ଉଚିତ। ଯେଉଁ ଜିଲ୍ଲାଗୁଡିକରେ ଝୋଟଚାଷ ପାଇଁ ଅନୁକୂଳ ବାତାବରଣ ଅଛି ସେ ଜିଲ୍ଲାଗୁଡ଼ିକୁ ପ୍ରଥମେ ଚିହିଁତ କରି ସେଠାର ଚାଷୀମାନଙ୍କୁ ଝୋଟଚାଷ ପାଇଁ ତାଲିମ ଦେବା ଦରକାର। ବରିଷ୍ଠ ଝୋଟ ଚାଷୀମାନେ ଝୋଟଚାଷ ପାଇଁ ଯୁବପିଢ଼ିକୁ ମାର୍ଗଦର୍ଶନ ଦେଇପାରିବେ। ଚାଷ କାର୍ଯ୍ୟରେ କୌଣସି ପ୍ରତ୍ୟକ୍ଷ ଅନୁଭୂତି ନଥିବା ପୁସ୍ତକ କୀଟଙ୍କୁ କୃଷି ନୀତିଠାରୁ ଦୂରରେ ରଖିବା ଉଚିତ।

ଝୋଟରେ ତିଆରି ଉପକରଣ ଉତ୍କଳୀୟ ଶୈଳୀରେ ତିଆରି କରିବା ପାଇଁ ସରକାର ଏକ ଡିଜାଇନ ସେଣ୍ଟର କରି ଏଥିରେ ଓଡ଼ିଶାର ବରିଷ୍ଠ ଶିଳ୍ପୀମାନଙ୍କୁ ନିୟୋଜିତ କରିବା ଦରକାର। ଏହି ନୂତନ ଡିଜାଇନଗୁଡିକୁ ବହୁଳ ଭାବରେ ତିଆରି କରିବା ପାଇଁ ରାଜ୍ୟରେ ଥିବା ମହିଳା, ଯୁବପିଢ଼ି ଓ ଦିବ୍ୟାଙ୍ଗ ମାନଙ୍କୁ ତାଲିମ ଦେବା ଆବଶ୍ୟକ। ରାଜ୍ୟରେ ଥିବା ସଚୋଟ, କର୍ମଠ ଓ ଦକ୍ଷ  କାର୍ଯ୍ୟକର୍ତାଙ୍କ  ସହଯୋଗରେ ଓଡିଶୀ ଶୈଳୀରେ ତିଆରି ହେଇଥିବା ଏହି ଝୋଟଜାତ ଦ୍ରବ୍ୟଗୁଡିକ ବିଭିର୍ଣ୍ଣ ରାଜ୍ୟରେ ଓ ଦେଶ ବାହାରେ ବିକ୍ରୀ ହୋଇପାରିବ। ଓଡ଼ିଶାର ଶିକ୍ଷିତ ଯୁବପିଢ଼ିଙ୍କୁ ଏହି ଝୋଟ ତିଆରି ବସ୍ତୁଗୁଡ଼ିକୁ ୱେବସାଇଟ ମାଧ୍ୟମରେ କିଭଳି ବାହାର ଦେଶକୁ ରପ୍ତାନୀ କରାଯଇପାରିବ ସେ ବିଷୟରେ ତାଲିମ ଦେବା ମଧ୍ୟ ଦରକାର। ଯେକୌଣସି ଜିନିଷ ବାହାରେ ବିକ୍ରୀ କରିବା ପୂର୍ବରୁ ଏହାକୁ ନିଜ ରାଜ୍ୟରେ ଲୋକପ୍ରିୟ କରିବା ନିହାତି ଦରକାର। ଓଡିଶା ପ୍ରେମୀ ଜନସାଧାରଣ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଓ ରାଜନୈତିକ ନେତାମାନେ ସଂକୀର୍ଣ୍ଣ ରାଜନୀତିକୁ ପଛରେ ପକାଇ ଓଡ଼ିଶାରେ ଝୋଟ ଶିଳ୍ପର ବିକାଶରେ ସହଯୋଗ କଲେ ଏହା ରାଜ୍ୟରେ ବେରୋଜଗାରକୁ ଲାଘବ କରିବ।

ନରେନ୍ଦ୍ର ମୋଦି ବନାମ ମମତା ବାନାର୍ଜୀ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳାତ୍ମକ ଭାଷଣ, ଗୃହମନ୍ତ୍ରୀ ଅମିତ ଶାହାଙ୍କର  ଚାଣକ୍ୟ ନୀତି, ବିଜେପି ଆଇଟି ସେଲର ନିରନ୍ତର ଉଦ୍ୟମ,  ସଂଘପରିବାରର ସମର୍ପିତ ହଜାର ହଜାର କର୍ମୀଙ୍କର ରାତିଦିନ ପରିଶ୍ରମ, ବିରାଟ ରାଲି ଓ ଘର ଘର ବୁଲି ଭୋଟ ପ୍ରଚାର ଇତ୍ୟାଦି ବିଜେପିକୁ  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବାରେ ସହାୟକ ହେଲାନାହିଁ  I  ବିଜେପିର ରଣହୁଙ୍କାର, ସଭାଗୁଡିକରେ ବିରାଟ ଜନସମାଗମ ଓ ଆଧୁନିକ ନିର୍ବାଚନ ପ୍ରଚାର ଶୈଳୀକୁ ଦେଖି  ଜଣାପଡୁଥିଲା ବିଜେପି ନିଶ୍ଚୟ ୧୫୦ ରୁ ଅଧିକ  ସିଟ ଜିତିବ I  ଅମିତ ଶାହା ମଧ୍ୟ ବିଜେପି ୨୧୦ ଟି ସିଟ ଜିତିବ ବୋଲି ଆଗରୁ ଭବିଷ୍ୟତବାଣୀ କରିଥିଲେ  I   କିନ୍ତୁ ବିଜେପିର ସମସ୍ତ ଆଶା ଓ ଆକାଂକ୍ଷାର ଅବସାନ କରି ଟିଏମସି ୨୧୩ ବିଧାନସଭା ଆସନରେ ବିଜୟୀ ହେଲା  I  ଆଶ୍ଚର୍ଯ୍ୟର ବିଷୟ ହେଲା ପଶ୍ଚିମ ବଙ୍ଗରେ ଦୀର୍ଘଦିନଧରି ହେଇ ଆସୁଥିବା ରାଜନୈତିକ ହିଂସା ସତ୍ତ୍ୱେ ଟିଏମସି ତାର ୨୦୧୬ ବିଧାନସଭା ନିର୍ବାଚନରେ ୨୦୯ ସିଟ ପାଇଥିବା  ନିଜ ରେକର୍ଡ ଭଙ୍ଗକଲା  I  ନିର୍ବାଚନ ଶେଷ ହେଲାପରେ ରାଜନୈତିକ ନେତାମାନେ ପରସ୍ପର ଭିତରେ ମିଳି ମିଶି ରହିବାର ସଂସ୍କୃତି ଭାରତର  ଅନ୍ୟ ରାଜ୍ୟରେ ଦେଖାଯାଏ  I   ଚିନ୍ତାର ବିଷୟ ନିର୍ବାଚନ ପରେ ମଧ୍ୟ ପଶ୍ଚିମ ବଙ୍ଗ ରାଜନୈତିକ ହିଂସାରେ ଏପର୍ଯ୍ୟନ୍ତ ୧୧ ଲୋକଙ୍କର ମୃତ୍ୟ ହେବା ସଂଗେ ସଂଗେ ୨୨ ଲୋକ ଆହତ ହେଲେଣି  I  ଏହି ଅସ୍ୱାଭାବିକ ହିଂସା ପଛରେ ଯିଏ ବି ଅଛି ତାକୁ ଲୋକଲୋଚନକୁ ଆଣିବା ଦରକାର  I

ପଶ୍ଚିମବଙ୍ଗରେ ବେରୋଜଗାର, ଅରାଜକତା, ରାଜନୈତିକ ହିଂସା ,  ମୁସଲିମ ଜନସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ଓ   ତୁଷ୍ଟିକରଣ ରଜନୀତିର  ଚିତ୍ର ଅନେକ ଖବର କାଗଜରେ ପ୍ରକାଶ ପାଉଥିଲା  I  ସାମାଜିକ ଓ ଆର୍ଥିକ ପରିବେଶରେ ଅବନତି ହେବାରୁ ଶିକ୍ଷିତ ବେଙ୍ଗଲୀ ଯୁବପିଢୀ ଅନ୍ୟରାଜ୍ୟକୁ ରୋଜଗାର ପାଇଁ ପଳାଇଯାଉଥିଲେ I  ଲକ୍ଷ ଲକ୍ଷ ଗରିବ ଓ ଅଶିକ୍ଷିତ ବେଙ୍ଗଲୀ ଆଦିବାସୀ ଓ ଛୋଟ ଚାଷୀ ଭୋକ ବିକଳରେ ନିଜ ରାଜ୍ୟ ଛାଡି ଦୂର ରାଜ୍ୟକୁ ରୋଜଗାର ପାଇଁ ଚାଲିଯାଉଥିଲେ   I  ଲମ୍ବା ସମୟ ଧରି କମ୍ୟୁନିଷ୍ଟ ଶାସନ ପରେ ଲୋକେ ଆର୍ଥିକ ଓ ସାମାଜିକ ପରିବର୍ତନ ପାଇଁ ଟିଏମସିକୁ  ବାଛିଥିଲେ  I  କିନ୍ତୁ ମମତାଙ୍କ ଦଶ ବର୍ଷ ଶାସନରେ ସାଧାରଣ ଲୋକେ, ଶିକ୍ଷିତ ବେଙ୍ଗଲୀ ଯୁବପିଢ଼ି ଓ ବୁଦ୍ଧିଜୀବୀ ଅତିଷ୍ଠ ହୋଇପଡିଥିଲେ  I  ରାଜ୍ୟରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ଉଭାନ ହୋଇଯିବା ପରେ ଏକ ବିରାଟ ଶୂନ୍ୟସ୍ଥାନ  ବିଜେପି ପାଇଁ ତିଆରି ହୋଇଥିଲା  I      ବିଜେପିର ଜିତିବା ପାଇଁ ଏତେ ପ୍ରତିକୂଳ ପରିସ୍ଥିତି ଥିଲେ ମଧ୍ୟ ସେ ମାତ୍ର ୭୭ ବିଧାନ ସଭା ସିଟ ଜିତିପାରିଲା I  ନାହିଁ ମାମୁଁ ଠୁ କଣା ମାମୁଁ ଭଲ ବୋଲି କହି ବିଜେପି ନିଜକୁ ଯେତେ ବୁଝାଇଲେ ମଧ୍ୟ ନିଜକୁ ନିଜେ ଅଶ୍ୱସ୍ଥ କରିପାରୁନାହିଁ  I

ଯଦିଓ  ମୁସଲିମ  ଭୋଟ କେତେକ ବିଧାନସଭା ସିଟରେ ମମତାଙ୍କୁ ଜିତିବାରେ ସାହାଯ୍ୟ କରିଥିଲା ପଶ୍ଚିମ ବଙ୍ଗ ନିର୍ବାଚନରେ ହାରିବା ପାଇଁ ବିଜେପି ନିଜେ ଅନେକାଂଶରେ ଦାୟୀ ବୋଲି କେତେକ ରାଜନୀତି ବେଶେଷଜ୍ଞ କୁହନ୍ତି I  ବିଜେପି ପାଇଁ ସବୁଠାରୁ ଘାତକ ସିଦ୍ଧ ହେଲା  କରୋନା ମହାମାରୀ  I  ଯେତେବେଳେ କରୋନା ମହାମାରୀ ସାରାଦେଶରେ ମୃତ୍ୟୁର ତାଣ୍ଡବଲୀଳା କରୁଥିଲା  ସେସମୟରେ ବଡ ବଡ ନିର୍ବାଚନ ରାଲି କରିବା ଦେଶ ବିଦେଶରେ ଚର୍ଚାର ବିଷୟ ହୋଇଗଲା   I   ଯେତେବେଳେ ଭାରତର ଗରିବ ଜନସାଧାରଣ  କରୋନା ସଂକ୍ରମଣରୁ ବଂଚିବାକୁ ସମସ୍ତ ପ୍ରୟାସ କରୁଥିଲେ ସେତେବେଳେ   ନିର୍ବାଚନ ରାଲିଗୁଡିକ  ଏହି ସଂକ୍ରମଣକୁ ବଢ଼ାଇଥିଲା I  ଫଳରେ ହଜାର ହଜାର ଲୋକ ଅକାଳ ମୃତ୍ୟୁର ଶିକାର ହୋଇଥିଲେ   I  ବ୍ରିଟେନରୁ କରୋନାର ଦ୍ଵିତୀୟ ସ୍ଟେନ ଆସୁଛି ବୋଲି ବହୁ ଆଗରୁ ଖବର ମିଳିବା ପରେ ମଧ୍ୟ ବାହାର ଦେଶରୁ ଆସୁଥିବା ବିମାନଗୁଡିକ ବନ୍ଦ କରାଯାଇନଥିଲା ଓ ରାଲି ଚାଲିଥିଲା  I   ଭାକସିନ , ଅକ୍ସିଜେନ , ଭେଣ୍ଟିଲେଟର ଓ କରୋନା ଔଷଧର ଅଭାବରୁ ଲୋକେ ମରୁଥିବା ବେଳେ ନିର୍ବାଚନ ରାଲି କରିବା ଲୋକଙ୍କ ମନରେ ନେତା ମାନଙ୍କ ପ୍ରତି ଥିବା ଆସ୍ଥାକୁ ଧୂଳିସାତ କରିଦେଇଥିଲା  I   ଲୋକଙ୍କ ମନରେ ପ୍ରଶ୍ନ ଉଠିଲା ସତ୍ତାପାଇଁ  ପାଗଳ ନେତାଙ୍କ ସାମ୍ନାରେ ସାଧାରଣ ନାଗରିକ ଜୀବନର କୌଣସି ମୂଲ୍ୟ ନାହିଁ  I  କରୋନାର ବିଭୀଷିକା ସମୟରେ କୁମ୍ଭମେଳାର ଆୟୋଜନ ଏବଂ ମେଳା ପାଇଁ ସ୍ପେସିଆଲ ରେଳର ସୁବିଧା ଓ ଚାରିଧାମ ଯାତ୍ରା ପାଇଁ ଆୟୋଜନ ଲୋକଙ୍କୁ କ୍ରୋଧିତ ଓ ବିଚଳିତ କରିଦେଇଥିଲା  I   ପଶ୍ଚିମ ବଙ୍ଗର ଜନସାଧାରଣ ମମତାଙ୍କୁ  ଗାଦିରୁ ହଟାଇବାକୁ ଚାହୁଁଥିଲେ ମଧ୍ୟ ବିଜେପିର ସତ୍ତାପାଇଁ ଲୋଭ ଓ ମନୁଷ୍ୟ ଜୀବନକୁ ବଞ୍ଚାଇବାପାଇଁ  ଉଦାସୀନ ଭାବ ଧୀରେ ଧୀରେ  ବେଙ୍ଗଲୀ ମାନସିକତାରେ ପରିବର୍ତନ ଆଣିଥିଲା  I  ଏହି ପ୍ରକ୍ରିୟା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସମୟରୁ ଆରମ୍ଭ ହୋଇଯାଇଥିଲା  I  ମାନସିକତାରେ ଏହି ପରିବର୍ତନ ବିଜେପିକୁ ଏତେବଡ ଧକ୍କା ଦେବ ଏହା କେହି କଳ୍ପନା କରିନଥିଲେ  I  

ଜୀବନ ବିପର୍ଣ୍ଣ ସମୟରେ ଯଦି ବିଜେପି ବିଧାନ ସଭା ନିର୍ବାଚନକୁ ଏକ ନୂତନ ଆଇନ ପ୍ରଣୟନ କରି ସ୍ଥଗିତ ରଖିପାରିଥାନ୍ତା ତେବେ ବିଜେପିର ଭାବମୂର୍ତ୍ତି ଲୋକଙ୍କ ଭିତରେ ଆହୁରି ତେଜୀୟାନ ହୋଇପାରିଥାନ୍ତା  I  ରାଜ୍ୟରେ ରାଷ୍ଟ୍ରପତି ଶାସନ ଆପାଦ କାଳୀନ ସ୍ଥିତି ପାଇଁ କରାଯାଇପାରିଥାନ୍ତା  I କରୋନାର ବିକଟ ପ୍ରତିସ୍ଥିତି ସମୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡିକର ସୁପରିଚାଳନା ,  ଭାକସିନ , ଅକ୍ସିଜେନ , ଭେଣ୍ଟିଲେଟର ଓ ଔଷଧର ଉପଲବ୍ଧିତା ଲୋକ ମାନଙ୍କୁ ଆଶ୍ଵସ୍ଥ କରିପାରିଥାନ୍ତା  I   ଏହା ବିଜେପିର ରାଷ୍ଟ୍ରବାଦୀ ଭାବମୂର୍ତ୍ତିକୁ ଆହୁରି ଜାଯୄଲ୍ୟମାନ କରିପାରିଥାନ୍ତା   I

ରାଜନୈତିକ ପରିପକ୍ଵତା ଓ ଦିଶା ନିର୍ଦେଶର ଅଭାବରୁ ବିଜେପି ଏକ ସୁନିଶ୍ଚିତ ବିଜୟକୁ ପରାଜୟରେ ପରିଣତ କରିଦେଲା  I  ବେଙ୍ଗଲର ପରାଜୟ ହୁଏତ ବିଜେପିକୁ ବେଳ ଥାଉ ଥାଉ ଉପାୟ କରିବା ପାଇଁ ଶିକ୍ଷାଦେବ  I  ଆଗକୁ ୨୦୨୨ ରେ ନିର୍ଣ୍ଣାୟକ ଉତ୍ତର ପ୍ରଦେଶ ଓ ଗୁଜରାଟ ବିଧାନ ସଭା ନିର୍ବାଚନ ବିଜେପିର ଭାଗ୍ୟ ନିର୍ଧାରଣ କରିବ  I  ଯଦିଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଦେଶରେ ଜାତି ଧର୍ମ ନିର୍ବିଶେଷରେ ମାନବ ସେବାର  ଏନେକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି ଏହା ବିଜେପି ପାଇଁ ସହାୟକ ହେଵ ନାହିଁ  I   ସତସାହସ, ସହାନୁଭୂତି, ସତ ଚରିତ୍ର ଓ ସତ ଉଦେଶ୍ୟ  ବିନା କୌଣସି ରାଜାନେତା ଜନତାର ହୃଦୟକୁ ବେଶିଦିନପାଇଁ ଜିତିପାରିବ ନାହିଁ  I   

China- a victim of the economic model it has adopted

Published in local English Daily- Hans India on 31 January 2015
https://www.thehansindia.com/posts/index/News-Analysis/2015-01-30/China-a-victim-of-the-economic-model-it-has-adopted/128727

Developed nations in a clever move had shifted their hazardous industries to China in the last two decades and churned out maximum profit from the global market. The margin was more because in China the labor cost, water and electricity cost was too low in comparison to other countries. China manufactured everything to increase its market share. It copied many products, modified and stamped it as made in China. It copied our handicrafts, sarees and jewelry which have a negative impact on our handloom and handicraft sectors. Being a communist dictatorial nation, China imposed capitalism on its people and amassed wealth. With sweeping state power it acquired thousands of villages and water bodies within no time. It had built dams, hydro-electric projects and roads in a very short span. It has built military infrastructure along India’s border for quick troop movement. But in the process China has destroyed its natural capital which will impoverish China in the long run.


There is reverse migration from Chinese cities to interior rural areas as air quality in most of the Chinese cities is not suitable for breathing. If ever China tries to repair its natural capital its economy will collapse as the cost of repair cannot be borne by the Chinese government, believes many economic observers. The human right problem in China is enormous as its people are suppressed for decades and cannot express their opinion. Dictatorial China has become a capitalist behemoth which is not a natural growth. Today China’s phenomenal growth is on the ruins of its natural sector which China cannot rebuild in the next hundred years.                                                                                                                      .                    

China has destroyed its water resources the way monkey does to a fruit garden. In 50 Chinese cities, nearly 60000 square kilometer of surface water has disappeared due to over exploitation. Its Gobi desert is spreading fast and China wants to divert the water from Brahmaputra to prevent Gobi’s spread which may convert Beijing into a desert. China is over damming Brahmaputra to escape from water crisis which may create a bigger crisis in India and Bangladesh. According to WHO, over 26 million people in China suffer from dental fluorosis. The controller of the world’s highest water resources, China has already polluted 70% of its surface water with industrial waste. World Bank has pointed out that 300 million Chinese villagers do not have access to safe drinking water. The Chinese rivers catch fire due to excessive sulphor contents. Its historic and most revered Yellow river is drying up and has lost its stream. The economic cost of diseases like cancer and lungs related diseases in China due to industrial pollution has been estimated at US 10.7 billion in 2003. Now it may be ten times more and no estimate is done China is deliberately slowing down its economic growth and plans to repair its natural sector. The economic model which has taught China to amass wealth with an aggressive market economy has not taught the negative effects of the mass production. Though China can protect its border and occupy other's territory with its strong army but it cannot reduce the sufferings of its 1.4 billion people. The people's discontentment in China is growing very fast which China can't suppress in the long run. 

 ବିଭାଗୀୟ ସମୀକ୍ଷା ସ୍ୱାସ୍ଥ୍ୟକେନ୍ଦ୍ରିକ ହେବା ଉଚିତ      

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇ  ୨୯ ରେ ପ୍ରତିଶୃତି ପାଳନର ହିସାବ ଓଡିଶାବାସୀଙ୍କୁ   ଦେବେବୋଲି ଘୋଷଣା କରିଛନ୍ତି  I   ଏଥିପାଇଁ ସେ  ଗଲା ଦୁଇବର୍ଷରେ ଓଡିଶାର ବିକାଶ ପାଇଁ ବିଭାଗୀୟ ମନ୍ତ୍ରୀମାନଙ୍କର ଯୋଗଦାନ ଉପରେ ସମୀକ୍ଷା କରିବେ I ଏହି ସମୀକ୍ଷା ବୈଠକ ରାଜ୍ୟର ସାମୁହିକ ବିକାଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଏ  I  କରୋନାର ବିଭୀଷିକା ବେଳେ ଏହି ସମୀକ୍ଷା ବୈଠକଟି ରାଜ୍ୟର ସମସ୍ତ ବିଭାଗ ଉପରେ ନହୋଇ ସ୍ୱାସ୍ଥ୍ୟ ସମ୍ବଧିତ କେତୋଟି ବିଭାଗ ଉପରେ କେନ୍ଦ୍ରିତ ହେଲେ ଏହା ଅଧିକ ଫଳପ୍ରଦ ହେବ  I  


କରୋନାର  ବିଭୀଷିକାକୁ କମାଇବାକୁ ହେଲେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବାର ଜଣାପଡେ I  ଏହି ବିଭାଗର ମନ୍ତ୍ରୀମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟଟେସନ ତିଆରି କରି ବିଭାଗର ଉପଲବ୍ଧି, ସମସ୍ୟା  ଓ ସଫଳତାଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ସାମନାରେ ଉପସ୍ଥାପନ କରିପାରିଲେ ଏହା ରାଜ୍ୟ ପାଇଁ ହିତକାରୀ ହେବ I  କେବଳ ବିଭାଗୀୟ ସଚିବମାନେ ମନ୍ତ୍ରୀମାନଙ୍କର ସଫଳତା ଓ ଉପଲବ୍ଧିଗୁଡିକୁ ସମୀକ୍ଷା କରିବା ଉଚିତ  I  ଏହି ସମୀକ୍ଷା ମାତୃଭାଷା ଓଡ଼ିଆରେ  ହେଲେ ଏହା ଅଧିକ ପ୍ରଭାବଶାଳୀ ହୋଇପାରିବ I  କାରଣ ଅନେକ ମନ୍ତ୍ରୀ ଯଦିଓ ଇଂରାଜୀ ଲେଖିବାରେ ଦକ୍ଷ କିନ୍ତୁ ଇଂରାଜୀରେ କହିବା ଅଭ୍ୟାସ ନଥିବାରୁ ନିଜର ଭାବକୁ ବ୍ୟକ୍ତ କରିବାରେ ସଫଳ ହୋଇପାରନ୍ତି ନାହିଁ  I   ଫଳରେ ଅନେକ ସମୀକ୍ଷା ବୈଠକ ଦିଶା ନିର୍ଦେଶ ହରାଇଥାଏ  I  ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ଓ ଜନ ସାଧାରଣ ଇଂରାଜୀ  ଅପେକ୍ଷା ହିନ୍ଦୀକୁ ସହଜରେ ବୁଝିପାରିଥାନ୍ତି  I    ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା , ତାମିଲନାଡୁ, ମହାରାଷ୍ଟ୍ର , କେରଳ ଓ ଗୁଜୁରାଟ ଆଦି ରାଜ୍ୟରେ ବିଭାଗୀୟ ସମୀକ୍ଷା ମାତୃଭାଷାରେ କରାଯାଇଥାଏ  I     ଯଦି କୌଣସି ସଚିବ ଓଡ଼ିଆ ବୁଝିପାରୁନାହାନ୍ତି ସେ ରାଷ୍ଟ୍ରଭାଷା ହିନ୍ଦୀରେ ଏହି ସମୀକ୍ଷା ବୈଠକରେ ନିଜର ମତ ବ୍ୟକ୍ତ କରିପାରିବେ  I    

ସମୀକ୍ଷା ବୈଠକ ପୂର୍ବରୁ ବିଭାଗୀୟ ସଚିବମାନେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ସମ୍ବଧିତ ସମସ୍ତ ସମସ୍ୟାର ତୃଣମୂଳ ତଥ୍ୟ ବିସ୍ତାର ଭାବରେ ସଂଗ୍ରହ କରିବା ଉଚିତ  I  ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡିକରେ ଥିବା ନ୍ୟୁନତମ ସୁବିଧା, ଚିକିତ୍ସା ପ୍ରଣାଳୀ , ଘରୋଇ ହସ୍ପିଟାଲ ମାଲିକମାନଙ୍କର ମାନସିକତା, ରୋଗ ଉପଚାରର ସମସ୍ତ ଖର୍ଚର ବିବରଣୀ ଓ କରୋନା ସଂକ୍ରମିତଙ୍କ ଉପରେ ବ୍ୟବହାର ହେଉଥିବା ଔଷଧ ଓ ଚିକିତ୍ସା ପଦ୍ଧତି ଇତ୍ୟାଦି ସମସ୍ତ ତଥ୍ୟ ବିଭାଗୀୟ ସଚିବଙ୍କ ପାଖରେ ରହିଲେ ସେ ସମୀକ୍ଷା ବୈଠକକୁ ଲୋକ ଉପଯୋଗୀ କରିପାରିବେ I   ରୋଗୀ ତୁଳନାରେ ଡାକ୍ତରଙ୍କ ସଂଖ୍ୟା, ହସ୍ପିଟାଲ ବେଡ଼ , ଅକ୍ସିଜେନ , ଭାକସିନ , ନର୍ସମାନଙ୍କ ସଂଖ୍ୟା ଓ ଆମ୍ବୁଲାନ୍ସର ସୁବିଧା ଇତ୍ୟାଦି ଉପରେ ଭୂମିସ୍ଥରର ତଥ୍ୟ ସମୀକ୍ଷା ବୈଠକକୁ ସଫଳ କରିବ   I    ଓଡ଼ିଶାରେ ଥିବା ସମସ୍ତ ହସ୍ପିଟାଲ ଗୁଡିକୁ କିଭଳି କମ୍ପୁଟର ସଫ୍ଟୱେୟାର ଦ୍ୱାରା ଗୋଟିଏ ଜାଗାରେ  ମନିଟର କରିହେବ ଏହାର ଉପାୟ ବାହାରକଲେ ହସ୍ପିଟାଲଗୁଡିକର ଗୁଣାତ୍ମକମାନରେ ପରିବର୍ତ୍ତନ ହେବ  I  କରୋନା ରୋଗୀର ମୃତଦେହ ତାଙ୍କର ଘର ଲୋକଙ୍କୁ ନଜଣାଇ ଅନେକ ଜାଗାରେ ଶବସଂସ୍କାର କରାଯାଉଥିବାର ଖବର ମଧ୍ୟ ପ୍ରକାଶ ପାଉଛି  I   ଏହି ଗୁପ୍ତ ଭାବରେ ଶବ ସଂସ୍କାର କରିବା ପଛରେ କି ଉଦେଶ୍ୟ ଅଛି ଏହାକୁ ରାଜ୍ୟ ଇଣ୍ଟେଲଲିଜେନ୍ସ ବିଭାଗ ଯାଞ୍ଚ କରିବା ଦରକାର  I    ଯେଉଁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ମରିଗଲା ପରେ ତାଙ୍କର ପରିବାରକୁ ସୂଚନା ଦେଉନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର  I  ଓଡିଶା ସରକାର ରାଜ୍ୟରେ ଭେଜାଲ ଖାଦ୍ୟର ସମ୍ପୂର୍ଣ ବିଲୁପ୍ତିକରଣପାଇଁ ସଂକଳ୍ପ ନେବା ଦରକାର I  କାରଣ ଭେଜାଲ ଖାଦ୍ୟ ଖାଇବା ଦ୍ୱାରା ଲୋକେ ନିଜର ରୋଗ ପ୍ରତିରୋଧକ ଶକ୍ତି ହରାଇ ଭୁତାଣୁ ଆକ୍ରମଣ ବେଳେ ମୃତ୍ୟୁବରଣ କରିଥାନ୍ତି  I  ବିଭାଗୀୟ ମନ୍ତ୍ରୀ ଓ ସଚିବ ଓଡିଶାକୁ ଏକ ସମୟ ସୀମା ମଧ୍ୟରେ ଭେଜାଲ ମୁକ୍ତ କରିବାପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ  I    

କରୋନା ସମୟରେ ଶିକ୍ଷାକ୍ଷେତ୍ରରେ  ଘଟୁଥିବା କ୍ଷତି ଅପୂରଣୀୟ  I   ଭାରତର ବିଭିର୍ନ ପ୍ରାନ୍ତରେ ଥିବା ଉତ୍ତମ କ୍ଲାସରୁମ ଶିକ୍ଷାକୁ ଇଣ୍ଟରନେଟ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦେବା ଉଚିତ  I    ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍କୁଲ ଶିକ୍ଷାର ଗୁଣବତ୍ତା ବହୁତ ଅଧିକ  I  ଓଡ଼ିଶାରେ ଥିବା ସମସ୍ତ ସ୍କୁଲଗୁଡିକର ଅବସ୍ଥା ଯଥା କ୍ଲାସରୁମ, ଖେଳ ପଡ଼ିଆର ସୁବିଧା, ଶୌଚାଳୟରେ ପାଣିର ସୁବିଧା, ସ୍ୱଛତା , ଶିକ୍ଷାର ଗୁଣବତ୍ତା ଓ ସ୍କୁଲ ପରିବେଶର ସମ୍ପୂର୍ଣ ଚିତ୍ର ଶିକ୍ଷା ବିଭାଗର ସଚିବ ସଂଗ୍ରହ କରିବା ଉଚିତ  I  ଓଡ଼ିଶାର ମେଧାବୀ ଯୁବପିଢୀ କିଭଳି ଶିକ୍ଷକ ଚାକିରୀ କରିବାକୁ  ଉତ୍ସାହିତ ହେବେ ସେଥିପାଇଁ ସରକାର ପଦକ୍ଷେପ ନେବା ଉଚିତ I

କରୋନା ସମୟରେ ପରିବେଶ ବିଭାଗ ରାଜ୍ୟରେ ଥିବା ସମସ୍ତ ଜଳ ସମ୍ପଦର ତୃଣମୂଳ ସ୍ଥରର ତଥ୍ୟ ସଂଗ୍ରହ କରିବା ଉଚିତ  I    କାରଣ ତୃଣମୂଳ ସ୍ଥରର ତଥ୍ୟ ବିନା ବଜେଟ ଧନରାଶିର ଉପଯୁକ୍ତ ବିନିଯୋଗ ହୁଏନାହିଁ  I ଓଡ଼ିଶାର  ପ୍ରତ୍ୟେକ ଗାଁରେ ଥିବା ନଦୀ, ହ୍ରଦ, ପୋଖରୀ ଓ କୂଅ ଗୁଡିକର ପଞ୍ଜିକରଣ ଓଡ଼ିଶାର ସାମୁହିକ ବିକାଶରେ ସାହାଯ୍ୟ କରିବ I  ଜଳଧନର ସୁରକ୍ଷା ରାଜ୍ୟର କୃଷି ଓ ଶିଳ୍ପକୁ ବିକଶିତ କରିବା ସଂଗେ ସଂଗେ ଓଡ଼ିଶାରେ ପାନୀୟ ଜଳର ଅଭାବ ଦୂର କରିବ  I  କରୋନା ସମୟରେ ଜଳର ଅଭାବରୁ ଧନଜୀବନର ଅନେକ କ୍ଷତି ହୋଇଥାଏ  I    ଓଡ଼ିଶାରେ ଶହେରୁ ଅଧିକ ଜଙ୍ଗଲଜାତ ଦ୍ରବ୍ୟ ମିଳିଥାଏ  I  ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଉଚିତ I ଓଡ଼ିଶାର ଆଦିବାସୀମାନଙ୍କର ଭାରତୀୟ କ୍ରୀଡା, ନୃତ୍ୟ , ସଂଗୀତ, ହସ୍ତଶିଳ୍ପ  ଓ ଚିତ୍ରକଳା ପରମ୍ପରାକୁ ଅବଦାନ ଅତୁଳନୀୟ  I  ଜଙ୍ଗଲ, ନଦୀ ଓ ପାହାଡଗୁଡିକର ସୁରକ୍ଷାରେ ହିଁ ଆଦିବାସୀ ପରମ୍ପରାଗୁଡ଼ିକ ସୁରକ୍ଷିତ ରହିପାରିବ I 





 

POPULATION GROWTH, A MENACE

Tuesday, 04 October 2016 | Sudhansu R Das | in Oped, The Pioneer

Rising population is one of the reasons for deteriorating human condition in the country. Given that India will become the most populous country by 2027, the launch of Mission Parivar Vikas is a step in the right direction

Recently, the Ministry of Health and Family Welfare announced that India would soon launch ‘Mission Parivar Vikas’, to promote family planning services in 145 districts in seven States viz, Uttar Pradesh, Bihar, Rajasthan, Madhya Pradesh, Chhattisgarh, Assam and Jharkhand.

The mission aims to reduce the average number of children per women to 2.1 by 2025 from the present average of three children per woman. These seven States have been identified on the basis of low human development index. India is set to become the most populated country by 2022. In view of the deteriorating human and environmental conditions, population growth is only an addition to human misery.

Today, India has the largest number of under-nourished children, the largest number of malnourished women, a large number of people suffer from organ failure. India is also home to the largest number of illiterate children in the world. Moreover, India’s human development index is as low as many African countries. Population pressure is one of the reasons for the deteriorating human condition in the country.

Over decades, population pressure has converted many beautiful cities into terrible mess. It has wiped out open space, surface water, ground water and has increased air and water pollution. Environmental scientists say that ground water in Hyderabad will go bone dry soon. Growing demand for housing has let real estate giants encroach lakes, rivers, water bodies, farm land and hills in and around the city.

Corporate hospitals thrive on heart and lungs related diseases due to air pollution. Though international schools are mushrooming in the city, the quality of education has deteriorated. Hyderabad has the largest number of floating population in India. More than 50 per cent of people in Mumbai use rail tracks and foot path as toilets. The influx is alarmingly high due to drying up of jobs in rural areas and other parts of the country.

In Chennai, population pressure has wiped out more than 3,000 water bodies in and around the city, forcing the city authority to spend huge money on desalination plants. The condition in Bangalore is worsening due to disappearance of lakes, depletion of ground water and rising air pollution. India’s national capital is a pale shadow of its earlier self. Basic infrastructure, needed for human survival, is crumbling fast.

There is no point having so much of people without quality education. An all-India survey of school children in rural areas, conducted by the Annual Status of Education Report, found that only 58 per cent of children enrolled in class III to V could read a class I text book. Less than half, 47 per cent were able to do simple two-digit subtraction. Only half the children in class V to VIII could use a calendar.

Prime Minister Narendra Modi’s ambitious ‘Digital India’ programme will help integrate class rooms across the country, but before that, the need is to provide basic class room teaching facilities where children can learn their subject while directly interacting with the teachers.

Quality school education will be possible only when population growth is checked. A huge mass of illiterate and unemployed people can form vote banks, adopt wrong means to earn living and fall prey to terrorist and Maoist ideologues. There are 29 million people whose births are not registered. Nobody knows whether it is done deliberately or is an act of omission.

In a majority of Government hospitals, right from the block level to the capital city, one can come across thousands of serious patients lying on hospital floors. Mismanagement, absentee doctors, negligent staff and population pressure has worsened the condition of many Government hospitals in the country.

One can also see how population growth has increased the discomfort of travelling in railways. During festive seasons, people are pushed into the railway compartment like gunny bags. It also becomes difficult to book tatkal tickets online. For most trains, tickets are sold off within five to ten minutes. The dynamic fare system introduced by the railways actually exploits the passengers as they are left with no option, but to pay an exorbitant price.

The ticket price is linked to market demand like share markets. Sometimes the cost of rail ticket under the dynamic fare system is more than the fare of air tickets. The rail tracks are already overloaded with trains and growing population will make rail travel difficult in near future. The Government has to take urgent steps to check population growth. The Parivar Vikas Mission must address the problem of population growth.

School and college students, print and electronic media, retired employees, voluntary organisation and teachers should participate in the mission to build a safer, healthier and wealthier nation. But, population pressure should not be used as a plea to cover poor governance and mismanagement.

 NextGen banks will not be free from risks

https://www.thehansindia.com/posts/index/Business/2014-03-26/NextGen-banks-will-not-be-free-from-risks/90124?infinitescroll=1

Hans India 26 March 2014

Indian Banking sector is about to step into the area of Next Gen technology which would take care of the customers' life cycle needs right from his birth. Accordingly, the Next Gen banks will devise a product called 'Life Cycle Product,' keeping in view of the requirements of a person in every stage of his life from birth to death. The new TV banking, an alternative delivery tool that will allow access to banking products from home, is also on the way. The Next Gen tech aims to reduce banks' administrative expenses, percolate demographic dividends and deepen financial inclusion. Also, it aims to develop business intelligence, improve human resources management and quicken delivery of any banking products at the click of the mouse. The question is how far the banking sector is going to serve its main purposes: to pay its present and future depositors in full when their claims accrue and serve the public interest.

 Before making a transition into the Next Gen banking there is a need to make customers familiar with the present Information technology and let them know the various risks involved in the operation. As on March 31, 2013, there are 1,14,019 ATMs across the country out of which 11,564 are in rural areas 27,710 in semi urban area, 36,116 in urban areas and 79,327 are in metropolitan cities. The number of POS terminals has doubled to 8,45,653 between 2008 and 2013. In June 2013, CRISIL prepared a financial inclusion index which identified three areas: branch penetration, deposit penetration and credit penetration. The World Bank Financial Access Survey observed that in terms of bank branch density, ATM density, bank credit to GDP and bank deposit to GDP is quite low in India as compared to most developing countries in the world. The question is whether people are ready for the banks' penetration? An all encompassing financial inclusion program can yield result if the Indian masses are educated, computer literate and have awareness about online safety measures.

Reports about ATM frauds are pouring in. Different electronic devices are fitted to ATM machines to steal ID and password without the knowledge of the customers. Hidden cameras spy on customers' password. Cloning machines are fitted to copy the ATM cards. ATM reconciliation becomes a big headache for banks. Many people write pass word on the back of the ATM cards due to lack of awareness. Many are not in a position to key password into the system and cannot withdraw money from the machines. Outside agencies are engaged for keeping cash in the machines which involves risk. Sometimes ATMs releases counterfeit notes. Hackers pretending as caring executives collect ID and password from gullible customers. Fraud committed through internet channels, ATMs and other alternate payment channels like credit, debit and other prepaid cards account for 65 per cent of the total fraud cases. The online money transaction has increased the number of online frauds. The amount of fraud in banking sector has reportedly grown four times from Rs 2,038 crore in 2009- 10 to Rs 8,646 crore in 2012-13. Attempts are made every day from foreign destinations to hack banks' main servers. The cost of safeguarding Core Banking environment has increased to above 5 percent of the total administrative expenses. This may go up as the new technologies from the developed nations will be available at a premium. Oracle charges 22 per cent of the cost of the software as Annual Maintenance Charge. The Indian IT professionals are yet to develop our own software for the banking industry. In fact, fraud risk is mounting in CBS environment as manual checking has become a thing of the past.

Rapid growth of technology, cross border financial transactions, hybrid products and real time fund movement have made banking sector prone to frauds. A state of the art Information System Audit can safeguard banks' e-bay transaction route. The problem is that there are not many Certified Information System Auditors (CESAs) in the banking sector. When BASEL III pushes Indian banking sector to integrate with the global financial sector, there is possibility of huge frauds along with big business opportunities which may require close monitoring and IS audit skill. Banks have to ensure that people posted at main data servers must go through rigorous integrity tests and the top management owns up the security lapse.

BANKS CAN EXPLORE UNORGANISED SECTOR 

Published in the Pioneer on 5 December 2017

Business cannot be done in isolation. Banks largely depend on political, social, cultural, economical and environmental conditions for doing business. The Union Government has announced a massive Rs 2.11 trillion recapitalisation plan for public sector banks. The untamed NPA growth leaves little option for the Government but to provide more capital to banks. No Government wants bad loans to erode people’s deposit in PSBs which keep more than 70 per cent of the total deposit in the banking sector. Though recapitalisation is not a long-term measure, it gives bank a breather. 

Banks may not recover their huge bad loan which grow bigger day by day as loss assets pile up. Some bad corporates duped banks, laundered bank credit and backstabbed the economy with wilful default. Their act slowed down economic growth, eroded trust and made some people rich with defaulted bank loan. Good corporates now suffer credit crunch due to bad corporates as banks want to examine loan documents as per guidelines. Many good small borrowers also suffer as banks make the checklist and KYC longer. Quick recovery of loan from the willful defaulters will put banks on track again. 

When the fear of high risk and default bottleneck corporate finance, smart bankers explore the retail sector to keep credit business ticking. But here the volume of business is less and the number of loan accounts is many to handle. But banks need not worry about the volume since the actual potential of this retail and unorganised sector is huge. Proper mapping of the retail and unorganised sector will create bigger opportunity for banks to flow credit. 

In fact, banking business cannot be done in isolation. Banks largely depend on political, social, cultural, economic and environmental condition around it for doing business. If a village is located alongside a dry river, it cannot have more income. A dry river neither provides water nor ×sh. It can hardly increase the water table of the village. This adversely affects agriculture productivity and increases farmers’ input cost. If water and green fodder are not available, the entire animal husbandry sector suffers. The bank credit becomes NPA. If Government shows political will to prevent over damming of river and look for wind or solar energy in place of hydro power, the fine fabrics of economic growth will sprout again. The Government should put in place more India-specific development planning. 

Until 2012, villagers of Boshi in Adilabad district of Telangana used to get enough fodder to keep dairy animals. The village had lost its green fodder due to over-exploitation of ground water and soil moisture loss. Today they ×nd dairy farm not viable due to loss of green fodder. Many of the villagers have already sold their animals. The Telangana Government has to stop the over-exploitation of ground water and protect the surface water. No banker will give loan for dairy farm in the villages where low cost green fodder is not available. Alphonso mangoes sell at Rs 25 per kg in Ratnagiri and Sindhudurg districts of Maharashtra. When it goes to Mumbai the price soars up to Rs 150 to Rs 200 per kg. Here middlemen eat up the pro×t. If banks finance the farmers, they won’t get back the loan because the farmers get a very low margin due to middlemen. If Government provides a transparent supply chain, the farmers can get a good margin and banks can do business. No villager will migrate to city for menial jobs. 

Many small and medium agro-processing plants ×nd it default to survive in Ratnagiri and Sindhudurg as they can’t compete with the giant companies with huge scale of production. If the Government wants to let the small and medium agro processors survive, it should disallow the biggies to stray into the areas of the small and middle segments. If big companies produce pan masala, jeera powder, mango jelly, achar, papad and hundreds of other grocery items in small sachets priced at Rs 2 to Rs 10, the small and medium sector cannot compete with them. And the Government can’t sustain them with subsidy and sops. Banks can’t recover their loan in this environment which lets the big one makes profit and throttles the small. Thousands of self-help groups find it difficult to market their products due to mass production of grocery and utility items by big corporates. Ten years ago, the recovery from SHGs was more than 90 per cent. Today it has reduced to 70 to 80 per cent. If climate is not conducive for credit growth, there is possibility of credit delinquencies which lead to default. If politicians promise loan waivers to farmers, this creates potential defaulters. Good hard-working farmers suffer as they repay loan on time. Ultimately the farmers lose interest in farming. The banks’ recovery suffer. This is high time to correct the fundamentals for sustainable credit growth.

Global Warming will compel nations to spend more on Environment 

Published in the Economic Times on 22.07.2011

In the coming years, global warming will compel both developed and developing nations to spend more on environment protection. The World Bank estimates the cost of keeping global warming down to 2 degree centigrade will cost $140 billion-$675 billion a year in developing countries. The UNDP’s Human Development Report 2007 says a temperature rise from 3-4 degree celsius would displace 340 million people through flooding and drought. Besides, retreating glaciers would cut off drinking water from as many as 1.8 billion people. The global economy will face a more severe downturn than the current crisis if it fails to halt climate change, said Nicholas Stern, one of the leading environmental economists. If green economic policy becomes a reality, it would brighten India’s scope of exporting a wide range of biodegradable handicraft items. According to the International Labor Organisation’s Report in 2009, the global market for environment products and services is projected at $2740 billion per year by 2020. India’s 48.2 lakh artisans, as per the All India Census of Handicraft Artisans conducted during 1995-96, preserve the skill of making a wide range of utility and decorative items from organic materials. Many of those items have excellent export potential. Intricately designed appliqué work of Pipli, Kutch embroidery work, Muga silk of Assam, handloom sarees from southern states, Lucknow chikankari work, wood work of Saharanpur, bidri craft of Bidar, the dhokra craft of Chhattishgarh, shawl and carpet of Kashmir, the metal craft of Tamil Nadu and Karnataka and bamboo utility items from northeast India, etc have good domestic and export demand.

In 2010-11, India’s total handicraft exports stood at $2.3 billion. The Export Promotion Council for Handicraft has estimated that they would reach $3.4 billion in 2011-12. The Union government’s Foreign Trade Policy 2009-14 gives special thrust to the labour-intensive handicrafts sector. All handicrafts exports will be treated as special focus products to get 5% duty credit scrip. The focus product scheme will take care of infrastructure lacunas, various costs involved in marketing, high freight cost and other disabilities while selecting international market. But the government must frame a policy that would slacken corporate control over handicraft trade and help artisans manage their own affairs through guilds. There is a need for the government to popularise handicraft items through Doordarshan. Indira Gandhi’s love for sarees, Jawaharlal Nehru’s love for the ethnic jacket and Gandhiji’s love for all cottage industry products had once brought a societal behaviour change for cottage industry products. Today, global warming has given a clear advantage to India’s handicraft sector. The Federation of Indian Export Organisation finds that India’s export of gift items increases by 20% per annum. According to the Gem and Jewellery Export Promotion Council, the exports of gems and jewellery from India in November 2010 has increased over 47% compared to the previous year. To tap the export potential on a sustainable basis, India has to create a strong domestic demand for handicraft items. In the internet age, administrative expenses towards promotion of handicrafts must be curtailed. Wasteful expenditures can be pulled together to create a pension fund for senior artisans and for developing a transparent supply chain.

A handful of silver filigree artisans of Cuttack makes magnificent utility and decorative pieces. Lack of an active artisan cooperative society, a defunct supply chain, absence of good NGOs for handicraft development and lack of conventional wisdom to preserve the tradition have let quality silver filigree disappear. Influence of middlemen and traders forces many artisans to switch to other jobs. The entry of machinemade silver filigree work has almost wiped out the fine artistic pieces from the market. Many fine chikankari stitchings have almost disappeared. Abdul Rauf, who won the National Award for Bidri craft, says that “in spite of the bidri craft’s popularity in domestic and foreign craft bazaars, the artisans get a narrow profit margin.”

 Barring a few, the majority of artisans make cheaper varieties to survive and in the process, they lose their skill. Today, the present generation of artisans cannot recreate the artistry of more than 200-year old pieces preserved in different museums. Product diversification as per market demand is good but we can’t forget the basic skill and artistry, which is the USP for handicrafts. More than policies and flow of funds, the handicraft sector needs conventional wisdom, and genuine promoters who can understand the language of handicrafts and listen to the voice of its makers.

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...