Posts

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ପରିବେଶର ସୁରକ୍ଷା ଜରୁରୀ

This article was published in Odisha Reporter on 04.07.2021   ଭାରତରେ ଥିବା ଚାରିଧାମରୁ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଜଗନ୍ନାଥ କଳିଯୁଗର କଳ୍କୀ ଅବତାର ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି। ଫ୍ରାନ୍ସର ପ୍ରଖ୍ୟାତ ଜ୍ୟୋତିଷ ନଷ୍ଟ୍ର Iଡାମସ ଏକ ଭବିଷ୍ୟବାଣୀରେ ଲେଖିଛନ୍ତି, “A  man from the east will rise from his seat to destroy the sinners across  the world.” (ପୂର୍ବ ଦିଗରେ ଥିବା ଏକ ମନୁଷ୍ୟ ତାର ଆସନରୁ ଉଠିବ ଓ ସେହିଁ ଭଗବାନଙ୍କ ଅବତାର, ସେ ଅବତାର ତାର ଅଲୌକିକ ଶକ୍ତିଦ୍ୱାରା ପାପୀମାନଙ୍କୁ ସଂହାର କରିବ)।  ଏହି ଭବିଷ୍ୟବାଣୀ ଶ୍ରୀ ଜଗନ୍ନାଥଙ୍କୁ ଉଲ୍ଲେଖ କରି କୁହାଯାଇଥିବାର ଅନୁମାନ କରାଯାଏ। ପ୍ରାଚୀନ ସଂସ୍କୃତି ଓ ରହସ୍ୟରେ ଘେରା ପୁରୀ ସହରର ଐତିହାସିକ ଓ ଧାର୍ମିକ ପୀଠଗୁଡ଼ିକର ରକ୍ଷଣାବେକ୍ଷଣ, ଏହାର ସୁରକ୍ଷା, ଏହାର ପ୍ରାଚୀନ ଲୋକକଳା ଓ ହସ୍ତଶିଳ୍ପକଳାର ସଂରକ୍ଷଣ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ଅନେକ ଅର୍ଥନୈତିକ ଗତିବିଧିକୁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଏଥିପାଇଁ ମନ୍ଦିର ପରିପାର୍ଶ୍ଵକୁ ସୁନ୍ଦର କରିବା ସଂଗେ ସଂଗେ ମନ୍ଦିରର ଆଖପାଖରେ ଥିବା ପ୍ରାଚୀନ ମନ୍ଦିର ଓ ମଠକୁ ମଧ୍ୟ ସୁରକ୍ଷିତ ରଖିବା ନିହାତି ଦରକାର। ବାହାର ପରିବେଶ ସାଙ୍ଗରେ ମନ୍

ଓଡ଼ିଶାରେ କରୋନାର ତୃତୀୟ ଲହର ରୋକିବା ପାଇଁ କିଛି ପଦକ୍ଷେପ

This article was published by Odisha Reporter on 19.06.2021 ଭୂତାଣୁ ବିଶାରଦମାନେ କହନ୍ତି କରୋନାର ତୃତୀୟ ଲହର ଅତ୍ୟନ୍ତ ଭୟାନକ ହେବ। କରୋନାର ତୃତୀୟ ବାର ଆଗମନ ସେପ୍ଟେମ୍ବର ମାସରେ ହେବ ବୋଲି କେତେ ଜଣ ଭୂତାଣୁ ନିରୀକ୍ଷକ କହିଛନ୍ତି। ଏପର୍ଯ୍ୟନ୍ତ କରୋନା ଦେଶରେ ୩,୭୪,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୃତ୍ୟ ଦେଲାଣି। ଓଡ଼ିଶାରେ ମଧ୍ୟ କରୋନାରେ ୩୨୦୦ରୁ ଅଧିକ ଲୋକଙ୍କର ମୃତ୍ୟ ହେଲାଣି। ଭାକସିନ ଦେବାରେ ବିଳମ୍ବ, ଭାକସିନ ନେବା ପାଇଁ ଲୋକଙ୍କ ଭିତରେ ଡର, କରୋନାର ରାଜନୀତିକରଣ, ଉପଯୁକ୍ତ ହସ୍ପିଟାଲ ସୁବିଧାର ଅଭାବ, ରୋଗୀ ତୁଳନାରେ କମ ସଂଖ୍ୟକ ଡାକ୍ତର ଓ ନର୍ସ, କରୋନା ରୋଗୀର ଉପଚାର ପାଇଁ ପର୍ଯ୍ୟାପ୍ତ ହସ୍ପିଟାଲ ଉପକରଣର ଅଭାବ ଓ କେତେକ ଘରୋଇ ହସ୍ପିଟାଲର ଲାଭଖୋର ନୀତି ଇତ୍ୟାଦି କରୋନାର ଦ୍ଵିତୀୟ ଲହରକୁ ଅତ୍ୟନ୍ତ ଭୟାଭହ କରିଦେଇଥିଲା। ଅନେକ ଜାଗାରେ କରୋନା ଔଷଧ, ଇଞ୍ଜେକ୍ସନ, ଅକ୍ସିଜେନ ଓ ଭେଣ୍ଟିଲେଟର କଳାବଜାରରେ ଅତ୍ୟଧିକ ଦାମରେ ବିକ୍ରୀ ହୋଇଥିବାରୁ ଏହା ଅନେକ ମୃତ୍ୟୁର କାରଣ ହୋଇଥିଲା। କେତେ ଜାଗାରେ ଭେଜାଲ ଔଷଧ ବିକ୍ରୀ ହେଉଥିବାର ଖବର ମଧ୍ୟ ପ୍ରକାଶ ପାଇଛି। ତେଲେଙ୍ଗାନା ମୁଖ୍ୟ ବିଚାରାଳୟ ହାଇଦ୍ରାବାଦରେ ଥିବା ହସ୍ପିଟାଲଗୁଡିକ କରୋନା ରୋଗୀଙ୍କଠାରୁ ମନ ଇଛା ଚାର୍ଜ କରୁଥିବାରୁ ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାପାଇଁ  ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ସରକାର ରୋଗୀମାନ

There is a need for Indian authorities to nip the third wave of the pandemic in the bud

 This article was published in the counterview.org on 16.06.2021 There is a need for Indian authorities to nip the third wave of the pandemic in the bud The first two waves of the Corona pandemic has devastated the country’s economy, livelihood of millions of people and left behind thousands of helpless orphans and widows.   Many dedicated doctors, nursing staff, health workers and ward boys have lost their lives. The virus experts say the third wave will be far more dangerous than before. Supreme Court in its 32 page order has blamed Centre for its handling the pandemic in an irrational manner. Now there is very less time to ponder over the past and prepare for the third wave as the second wave continues to kill and impoverish people. The deaths and economic loss in India would have been less had the people used masks, maintained social distancing, got vaccinated a bit early, developed their immune system, avoided all kinds of religious gatherings and political rallies etc,.   The con

ଉପକୂଳବର୍ତ୍ତୀ ଅଂଚଳ ସୁରକ୍ଷା ନୀତିର ଆବଶ୍ୟକତା

Odisha Post has published this article on 10.06.2021  ନିଜ ମାମୁ ଘରକୁ ବୁଲିଗଲା ଭଳି ବାତ୍ୟା ଓଡ଼ିଶାକୁ ପ୍ରତିବର୍ଷ ଥରେ ଦୁଇ ଥର ଆସୁଛି। ବାତ୍ୟାର ଆଗମନ ଓଡ଼ିଶାର ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେବା ସଂଗେ ସଂଗେ ଅନେକ ନିରୀହ ଲୋକଙ୍କର ଜୀବନହାନି କରୁଛି। ବାତ୍ୟା ଯୋଗୁଁ ହଜାର ହଜାର ଓଡ଼ିଶାବାସୀ ନିଜର ଜୀବିକା ହରାଉଛନ୍ତି। ଫଳରେ ପ୍ରତିବର୍ଷ ଓଡ଼ିଶାର କୋଟି କୋଟି ଟଙ୍କା କ୍ଷତି ହେଉଛି। ବାତ୍ୟାର ପ୍ରକୃତ ସମାଧାନର ବାଟ ବାହାର ନକରି ସରକାର ପ୍ରତିବର୍ଷ ରିଲିଫ ଦେଇଚାଲିଛନ୍ତି। ପ୍ରତି ବର୍ଷର ରିଲିଫ ରାଶି ଓ ବାତ୍ୟାଜନିତ କ୍ଷତିକୁ ଯଦି ହିସାବ କରାଯାଏ ତେବେ ବିଗତ ଦଶ ବର୍ଷ ଭିତରେ ଏହା ରାଜ୍ୟର ବାର୍ଷିକ ବଜେଟ ରାଶିଠାରୁ ତିନିଗୁଣା ଅଧିକ ହେବ। ବାତ୍ୟାର ପ୍ରକୋପକୁ କମ କରିବା ପାଇଁ ସରକାର ଏକ ସୁପରିକଳ୍ପିତ ଉପକୂଳବର୍ତ୍ତୀ ସୁରକ୍ଷା ନୀତି ତିଆରି କରିବା ଉଚିତ। ଓଡ଼ିଶାରେ ୧୯୭୧ ମସିହା ବାତ୍ୟା ପରେ ଏକ୍ସପର୍ଟ କମିଟି ଉପକୂଳବର୍ତ୍ତୀ ଜିଲାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ପାଇଁ ସୁପାରିଶ କରିଥିଲା। ଉପକୂଳବର୍ତ୍ତୀ ଅଂଚଳରେ ବୃକ୍ଷ ରୋପଣ ପରିବର୍ତ୍ତେ ବିଗତ ପଚାଶ ବର୍ଷ ଭିତରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରଯାଇଥିବାରୁ ଓଡ଼ିଶା ବାତ୍ୟାର ଏକ ଚରାଭୂମି  ପାଲଟି ଯାଇଛି। ଲୋକଙ୍କ ଧନଜୀବନ ନଷ୍ଟକରି ସେମାନଙ୍କୁ ରିଲିଫ ବାଣ୍ଟିବାରେ କୌଣସି ଫାଇଦା ନାହିଁ। ଲୋକଙ୍କ ପାଇଁ କୋଠାଘର ତିଆରି କରିଦେଲେ ଏହା ବାତ୍ୟା ପ୍ରକୋପରୁ ଲୋ

ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟବସାୟ ସଂସ୍କୃତିରେ ପରିବର୍ତ୍ତନ ଜରୁରୀ

The article is published in the Odisha Reporter on 01.06.2021 ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇଲା ସତ କିନ୍ତୁ ଦେଶର ବ୍ୟବସାୟ ସଂସ୍କୃତିରେ  କୌଣସି ଗୁଣାତ୍ମକ ପରିବର୍ତ୍ତନ ହେଲାଭଳି ଲାଗେନାହିଁ। ଦେଶର ଏହି ବ୍ୟବସାୟ ସଂସ୍କୃତିର ଅବନତିର ଦୃଷ୍ଟାନ୍ତ କରୋନା ସମୟରେ ଅଧିକ ସ୍ପଷ୍ଟ ହେଲା। ଦେଶର ଲକ୍ଷଲକ୍ଷ ଲୋଖ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ କିଛି ବ୍ୟବସାୟୀ ଅକ୍ସିଜେନ ସିଲିଣ୍ଡରର କଳାବଜାର କଲେ। ରାମଦେଶିବିର ଇଞ୍ଜେକ୍ସନ ଓ ଭେଣ୍ଟିଲେଟର ଇତ୍ୟାଦି ଦଶ ପନ୍ଦର ଗୁଣା ଅଧିକ ଦାମରେ କଳାବଜାରରେ ବିକ୍ରି ହେବା ମୃତ୍ୟୁର ବିଭିଷୀକାକୁ ଅଧିକ ଭୟାନକ କରିଦଇଥିଲା। ଅନେକ ଜାଗାରେ ଆମ୍ବୁଲାନ୍ସରେ ରୋଗୀକୁ ପାଞ୍ଚ କିଲୋମିଟର ନେବାପାଇଁ ଲୋକଙ୍କୁ ୩୦୦୦୦ ଟଙ୍କା ଦେବାକୁ ପଡିଲା। ହସ୍ପିଟାଲ ବେଡ଼ର ଘୋର ଅଭାବ, ରୋଗୀ ମରିଗଲା ପରେ ରୋଗୀର ଅଭିଭାବକମାନଙ୍କୁ ନପଚାରି ମୃତ ଶରୀରକୁ ଦାହ କରିଦେବା, ପୋତିଦେବା କିମ୍ବା ଗଙ୍ଗା ନଦୀରେ ପକାଇଦେବା ଓ ଶେଷକୁ ଦାହକାର୍ଯ୍ୟ କଲାବେଳକୁ ଶବ ପିଛା ୩୦,୦୦୦ ରୁ ୫୦,୦୦୦ ଟଙ୍କା ଯାଏ ଆଦାୟ କରିବା ଇତ୍ୟାଦି ଭାରତୀୟ ଉନ୍ନତ ସାଂସ୍କୃତିକ ପରମ୍ପରାର ଏକ ଅବକ୍ଷୟ ବ୍ୟତିତ ଅନ୍ୟ କିଛି ନୁହେଁ। ଜୀବନ ବଞ୍ଚାଇବା ପରିବର୍ତ୍ତେ ଲୋକଙ୍କ ଅସହାୟ ଅବସ୍ଥାରୁ ବ୍ୟବସାୟିକ ଫାଇଦା ଉଠାଇବା ଏକ କ୍ରୁର ମାନସିକତାର ପରିଚୟ ଦେଇଥାଏ। ଯେତେବେଳେ କରୋନା ମହାମାରୀ ମୃତ୍ୟର ତାଣ୍ଡବଲୀଳା କରୁଥିଲା ସେତେ
Image
  IPL may aggravate  Team India’s footwork flaws SUDHANSU RANJAN DAS   FOLLOW CONTRIBUTOR Modified 25 Mar 2019 Feature   SHARE       IPL matches may aggravate Team India's footwork flaws. Two Indian captains clashed in the first IPL match between Chennai Super Kings and  Royal Challengers Bangalore  in MA Chidambaram Stadium in Chennai. Thousands of CSK fans in bright yellow uniform enjoyed every moment of their Kings’ march to victory. The event which was hyped as a titanic clash ended in a low-scoring match. Captain M S Dhoni was not in his usual coolness as he looked a bit serious in the field to nip the Royal Challengers in the bud. The absence of speedster Lungi Ngidi was not felt as Dhoni used the spin combination to trap the two top batsmen of the world: Virat Kohli and AB De Villiers. Both tried to hit Harbhajan Singh over deep midwicket fence and were caught by Ravindra Jadeja. It seemed as if Dhoni knew where they would hit Harbhajan Singh’s off spin. Deep Midwicket! He p
Image
  Andre Russell: Kolkata Knight Riders' game changer  and destructor in-chief Unstoppable Russell (Image Courtesy: IPLT20/BCCI) SUDHANSU RANJAN DAS   FOLLOW CONTRIBUTOR Modified 01 Apr 2019 Feature   SHARE       There's no stopping Andre Russell at the moment! When Andre Russell mistimes a hit, he seldom gets caught on the boundary line. He often clears the fence for a six. Such is the power of the Jamaican all-rounder, who can change the course of the game at will. The tall and ruggedly built Russell is a moving powerhouse who has become a nightmare for the bowlers in  IPL 2019 . His tall gladiator look and his golden brown haircut make him the most fascinating player to watch in the IPL tournaments. Russell with his brute power can mistime a class of a delivery into a magnificent six. Bowlers find it difficult to bowl him as Russell brings any delivery to his firing range. He reaches the line, lifts, drives and pulls with incredible timing and power. Russell’s fans on social